ବିୟୋଗ
ଦେଖଣା
ବିୟୋଗ
ଉଚ୍ଚାରଣ
[ସମ୍ପାଦନା](ବିପରୀତ—ସଂଯୋଗ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ଯୁଜ୍ ଧାତୁ+ ଭାବ. ଅ)
[ସମ୍ପାଦନା]ବିଚ୍ଛେଦ; ବିରହ —୧. Bereavement; separation; disunion.
- ୨. ଅଭାବ —୨. Want.
- ୩. (ଗଣିତ) ଏକ ରାଶୁରୁ ଅନ୍ୟ ରାଶିକୁ ବାଦ୍ ଦେବା; ଫେଡ଼ାଣି —୩. (mathematics) Subtraction.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମୃତ୍ୟୁ —୧. Death.
- ୨. ବିନାଶ —୨. Destruction.
[ଉ—ରମଣୀମଣିକ ଯୋଗେ ଚାହିଁଲେ; ଯୋଗ ବିଯୋଗ ହୋଇବ ଧାଇଲେ ଭଞ୍ଜ କୋଟୀବ୍ରହ୍ମାଣ୍ଡ— ସୁନ୍ଦରୀ]
ଦେଶଜ - ବିଶେଷଣ -
[ସମ୍ପାଦନା]ବିରହିତ —Destitute of.
[ଉ— ତେଜିଲି ଧର୍ମ କାମ ଭୋଗ, ସକଳ ସୁଖେ ମୁଁ ବିଯୋଗ ଜଗନ୍ନାଥ ଭାଗବତ]