Jump to content

ବିୟୋଗାତ୍ମକ

ଉଇକିଅଭିଧାନ‌ରୁ

ବିୟୋଗାତ୍ମକ

ଉଚ୍ଚାରଣ

[ସମ୍ପାଦନା]
(ବିୟୋଗାତ୍ମିକା—ସ୍ତ୍ରୀ) 

(ବିୟୋଗ ପ୍ରକୃତିକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବିୟୋଗ+ ଆତ୍ମନ୍+ କ)

[ସମ୍ପାଦନା]

ଯହିଁର ଆତ୍ମା ବା ପ୍ରକୃତି ବିୟୋଗ ଅଟେ —Negative.