Jump to content

ବିୟୋଗିବା

ଉଇକିଅଭିଧାନ‌ରୁ

ବିୟୋଗିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନିଯୁକ୍ତ କରିବା —୧. To engage.

[ଉ—ବିଯୋଗିଲେ ଚନ୍ଦ୍ର ଦୀପ୍ୟମାନ କୁମ୍ଭରାଶି ଭଞ୍ଜ. ବୈଦେହୀଶବିଳାସ]

୨. ବିଯୁକ୍ତ କରିବା —୨. To subtract; to separate.