ବିୟୋଗୀ
ଦେଖଣା
ବିୟୋଗୀ
ଉଚ୍ଚାରଣ
[ସମ୍ପାଦନା][ବିୟୋଗିନୀ—ସ୍ତ୍ରୀ]
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - [ବିଯୋଗିନ୍; ୧ମା. ୧ବ; ବିଯୋ— (ୟୋ)ଗ+ଇନ୍]
[ସମ୍ପାଦନା]- ୧. ପୃଥକ୍ଭୂତ୍ —୧. Destitute; bereft.
- ୨. ବିରହୀ; ବିଚ୍ଛେଦ ଯୁକ୍ତ —୨. Separeted from one's beloved.
- ୩. ଯାହାର ସ୍ତ୍ରୀ ମରିଯାଇଅଛି —୩. Surviving one's wife.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଚକ୍ରବାକ ପକ୍ଷୀ —The ruddy drake; Anas Casaroa.