Jump to content

ବିୟୋଗ କରିବା

ଉଇକିଅଭିଧାନ‌ରୁ

ବିୟୋଗ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଗଣିତ) ଏକ ରାଶିରୁ ଅନ୍ୟ ରାଶିକୁ ଫେଡ଼ିବା —୧. (math) To subtract.
୨. (ପ୍ରାଚୀନ ପଦ୍ୟ) ଫୋପାଡ଼ି ଦେବା —୨. To throw away; to fling away.

[ଉ—ବିଦନ୍ତମୁଦ୍ରା ରସାଳ, ବିଯୋଗ କଲେ ବିଶାଳ— ଭଞ୍ଜ ବୈଦେହୀଶବିଳାସ]