ବିୟୋଗ ବିଧୁର
[ବିୟୋଗ ବିଧୁରତା—ବି]
(ବିୟୋଗନିଧୁରା—ସ୍ତ୍ରୀ)
ପ୍ରିୟଜନଙ୍କ ବିଚ୍ଛେଦ ଯୋଗୁଁ କାତର — Much roubled on account of bereavement or separation.