Jump to content

ବିୟୋଗ ଶୃଙ୍ଗାର

ଉଇକିଅଭିଧାନ‌ରୁ

ବିୟୋଗ ଶୃଙ୍ଗାର

ଉଚ୍ଚାରଣ

[ସମ୍ପାଦନା]

(ବିପଲମ୍ଭ ଶୃଙ୍ଗାର—ଅନ୍ୟନାମ)

ସଂଯୋଗ ଶୃଙ୍ଗାର, ସଂଭୋଗ ଶୃଙ୍ଗାରବିପରୀତ

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ବିୟୋଗାତ୍ମକ ଶୃଙ୍ଗାର)

[ସମ୍ପାଦନା]

ଯେଉଁ ଶୃଙ୍ଗାରରସ ନାୟକ ନାୟିକାଙ୍କର ବିଚ୍ଛେଦକୁ ଅବଲମ୍ୱନ କରେ — A sentiment in romance depicting the separation between ୨ lovers.

[ଦ୍ରଷ୍ଟବ୍ୟ —ସାହିତ୍ୟରେ ଶୃଙ୍ଗାର ବା ଆଦିରସକୁ ୨ ପ୍ରକାରରେ ବିଭକ୍ତ କରାଯାଇଅଛି ସଂଯୋଗ ବା ସଂଭୋଗ ଶୃଙ୍ଗାର; ବିଯୋଗ ବା ବିପ୍ରଲମ୍ଭ ଶୃଙ୍ଗାର; ବିପ୍ରଲମ୍ଭ ଶୃଙ୍ଗାରର ୩ଟି ଦଶା; ଯଥା—ପୂର୍ବରାଗ, ମାନ ଓ ପ୍ରବାସ—ହିନ୍ଦୀ - ଶ.]