ବୀଉତ୍ସୁ
ଅର୍ଜୁନ —Arjuna.
[ଦ୍ରଷ୍ଟବ୍ୟ —ମହାଭାରତ ବିରାଟ ପର୍ବରେ ଅର୍ଜୁନ କହି ଅଛନ୍ତି 'ଯୁଦ୍ଧ କରୁ କରୁ ମୁଁ କଦାପି ବୀଭତ୍ସ ବା ଘୃଣିତ କାର୍ଯ୍ୟ କରେ ନାହିଁ ବୋଲି ନର ଓ ଦେବତାମାନେ ମୋତେ 'ବୀଭତ୍ସ' ବୋଲି କହନ୍ତି']