Jump to content

ବୀକାଶ

ଉଇକିଅଭିଧାନ‌ରୁ

ବୀକାଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+କାଶ୍ ଧାତୁ= ଦୀପ୍ତି ପାଇ+ ଭାବ. ଅ)

[ସମ୍ପାଦନା]
୧. ବିକାଶ; ପ୍ରକାଶ —୧. Manifestation; exhibition.
୨. ଗୋପନ —୨. Concealmentl; privacy.
୩. ନିଭୃତି; ଏକାନ୍ତ ସ୍ଥାନ —୩. Lonely place; loneliness.