Jump to content

ବୀକ୍ଷକ

ଉଇକିଅଭିଧାନ‌ରୁ

ବୀକ୍ଷକ

ଉଚ୍ଚାରଣ

[ସମ୍ପାଦନା]
(ବୀକ୍ଷିକା—ସ୍ତ୍ରୀ) 

ସଂସ୍କୃତ - ବିଣପୁଲିଙ୍ଗ - (ବି+ଈକ୍ଷ୍ ଧାତୁ= ଦେଖିବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ନିରୀକ୍ଷଣକାରୀ —୧. Observing; preceiving; seeing.
୨. ପରିଦର୍ଶନକାରୀ —୨. Inspecting.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପରିଦର୍ଶକ ବ୍ୟକ୍ତି —Observer; visitor; inspectar.