Jump to content

ବୀକ୍ଷଣ

ଉଇକିଅଭିଧାନ‌ରୁ

ବୀକ୍ଷଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଈକ୍ଷ୍ ଧାତୁ= ଦେଖିବା+ଭାବ. ଅନ)

[ସମ୍ପାଦନା]
୧. ମନୋଯୋଗ ପୂର୍ବକ ଦେଖିବା ଓ ପରୀକ୍ଷା କରିବା —୧. Examining very carefully; observation.
୨. ନିରୀକ୍ଷଣ —୨. Perceiving; beholding; seeing; viewing.
୩. ପରିଦର୍ଶନ — ୩. Inspection.
୪. ଭୋଗ ଦେବା ପୂର୍ବରୁ ଦେବତାଙ୍କୁ ଭୋଗ ଦିଆଯିବା ବସ୍ତୁକୁ ମନୋଯୋଗ ସହିତ ଦେଖି ପରୀକ୍ଷା କରିବା —୪. Carefully examining and observing a thing be fore it is offered to a Deity.