Jump to content

ବୀକ୍ଷଣୀୟ

ଉଇକିଅଭିଧାନ‌ରୁ

ବୀକ୍ଷଣୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଈକ୍ଷ୍ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ଦର୍ଶନୀୟ — ୧. Visible.
୨. ମନୋଯୋଗ ସହକାରେ ଦେଖିବାର ଯୋଗ୍ୟ —୨. Observable.
୩. ସୁନ୍ଦର — ୩. Beautiful.