Jump to content

ବୀକ୍ଷ୍ୟ

ଉଇକିଅଭିଧାନ‌ରୁ

ବୀକ୍ଷ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଈକ୍ଷ୍ ଧାତୁ= ଦେଖିବା+କର୍ମ. ଯ)

[ସମ୍ପାଦନା]
୧. ଦର୍ଶନୀୟ —୧. Visible; perceptible.
୨. ସୁନ୍ଦର —୨. Beautiful.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବିସ୍ମୟ — ୧. Wonder.
୨. ନୃତ୍ୟ —୨. dancing.
୩. ଘୋଟକ —୩. Horse,
୪. ନର୍ତ୍ତକ — ୪. Dancer.