ବୀଚି ତରଙ୍ଗ ନ୍ୟାୟ
ଯେଉଁପରି ଗୋଟିଏ ତରଙ୍ଗ ଅନ୍ୟତରଙ୍ଗ ଉତ୍ପାଦନ କରେ ଓ ତହିଁରୁ ପୁଣି ୩ୟ ତରଙ୍ଗ ଉତ୍ପନ୍ନ ହୁଏ, ସେହିପରି କୌଣସି ଗୋଟିଏ କଥାରୁ ଅନେକ କଥା ବାହାରିଲେ, ସେହି ସ୍ଥଳରେ ଏହି ନ୍ୟାୟ ପ୍ରଯୁକ୍ତା ହୁଏ —An analogy from one wave producing a succesion form waves.