Jump to content

ବୀଜକ

ଉଇକିଅଭିଧାନ‌ରୁ

ବୀଜକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୀଜ+ପୂର୍ଣ୍ଣୀର୍ଥେ. କ)

[ସମ୍ପାଦନା]
୧. ବୀଜପୂର; ଟଭା — ୧. Citron (tree and fruit).
୨. ସନ୍ତାନ ଜନନ ସମୟରେ ଶିଶୁର ଦୁଇ ହାତ ମଧ୍ୟରେ ମୁଣ୍ଡ ରହିଯାଇ ପ୍ରସବ ଦ୍ୱାରରେ ହାବୁ଼ଡ଼ିବା ଅବସ୍ଥା (ହିନ୍ଦୀ - ଶ) —୨. The position of the head between the arms of a child, coming against the vaginal door at its birth.
୩. (+ସ୍ୱାର୍ଥେ. କ) ମଞ୍ଜି — ୩. Seed.
୪. ସୂଚୀ; ତାଲିକା (ହିନ୍ଦୀ - ଶ) —୪. Index; list.
୫. ପୋତା ଧନ ସଙ୍ଗେ ରଖାଯିବା ତାଲିକା (ହିନ୍ଦୀ - ଶ) —୫. A list of the hoarded wealth kept along with the buried treasure.
୬. ପଣ୍ୟଦ୍ରବ୍ୟକୁ କ୍ରେତାଙ୍କ ନିକଟକୁ ପଠାଇବା ବେଳେ ବିକ୍ରେତା କ୍ରେତାଙ୍କଠାରୁ ମାଲମାନଙ୍କର ବିବରଣ ଓ ମୂଲ୍ୟ
ଆଦି ଲେଖି ଯେଉଁ ତାଲିକା ପଠାନ୍ତି (ହିନ୍ଦୀ - ଶ) — ୬. Invoice accompanying the articles sent to a purchaser by the vendor.
୭. ଆସନ ଗଛ (ହିନ୍ଦୀ - ଶ) —୭. Buchanania Latifolia. (tree).