Jump to content

ବୀଜଦାତା

ଉଇକିଅଭିଧାନ‌ରୁ

ବୀଜଦାତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଫୁ (ବୀଜ+ଦାତୃ)

[ସମ୍ପାଦନା]

ସନ୍ତାନର ପ୍ରକୃତ ଜନନକାରକ ପିତା; ଯେଉଁ ବ୍ୟକ୍ତି ସ୍ତ୍ରୀ ଗର୍ଭରେ ସନ୍ତାନଜନନାର୍ଥ ବୀର୍ଯ୍ୟ ସ୍ଥାପନ କରିଥାଏ; ପିତା; ଜନକ —The begetter or progenetor of a child.

[ଦ୍ରଷ୍ଟବ୍ୟ —କୌଣସି ପୁରୁଷ ମୃତ, ବନ୍ଧ୍ୟ ବା କ୍ଲୀବ ହେଲେ ତାଙ୍କ ପତ୍ନୀଙ୍କଠାରେ ଅନ୍ୟ ପୁରୁଷ ବୀଜଦାତା ରୂପରେ ସନ୍ତାନ ଉତ୍ପାଦନ କରି ତାଙ୍କ କୁଳ ରକ୍ଷା କରିବାର ବିଧାନ ହିନ୍ଦୁଶାସ୍ତ୍ରରେ ଅଛି ଏହିପରି ସନ୍ତାନକୁ କ୍ଷେତ୍ରଜ ସନ୍ତାନ ବୋଲାଯାଏ]