Jump to content

ବୀଜନ

ଉଇକିଅଭିଧାନ‌ରୁ

ବୀଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କି+ଅଜ୍ ଧାତୁ=କ୍ଷେପଣ କରିବା ବା ବ୍ୟଜ୍ ଧାତୁ +ଭାବ. ଅନ)

[ସମ୍ପାଦନା]
୧. ବ୍ୟଜନ; ବୢଞ୍ଚିବା —୧. Fanning.
୨. (+କରଣ. ଅନ) ପଙ୍ଖା; ବିଞ୍ଚଣା — ୨. A fan.
୩. ଚାମର —୩. A chowrie fan
୪. (କର୍ତ୍ତୃ. ଅନ) ଚକ୍ରବାକ; ଚକୁଆ ଚଢ଼େଇ —୪. The ruddy goose; Anas Casarca