Jump to content

ବୀଜାଙ୍କୁର ନ୍ୟାୟ

ଉଇକିଅଭିଧାନ‌ରୁ

ବୀଜାଙ୍କୁର ନ୍ୟାୟ

ଉଚ୍ଚାରଣ

[ସମ୍ପାଦନା]

(ବୀଜାଙ୍କୁର ପ୍ରବାହ ନ୍ୟାୟ—ଅନ୍ୟରୂପ)

ସଂସ୍କୃତ -

[ସମ୍ପାଦନା]

ସୃଷ୍ଟିରେ ଆଗ ବୀଜ ଜାତ ହେଲା କି ଆଗ ଅଙ୍କୁର ଜାତ ହେଲା, ଏହା ନିରୂପଣ କରିବା ଅସମ୍ଭବ; ସୁତଂରା ବୀଜାଙ୍କୁରପ୍ରବାହ ଅନାଦି; ଏହିପରି ନ୍ୟାୟ — The theory of cerelation of the seed anbd the sprout in the creation (whether in the beginning the seed came from the tree or the tree from the seed).