ବୀଜାଙ୍କୁର ପ୍ରବାହ
ବୀଜରୁ ଅଙ୍କୁର ଜାତି ହେବା, ପୁଣି ସେ ଅଙ୍କୁର ବଢ଼ିକରି ଗଛ ହୋଇ ଫୁଲ ଫଳ ଧରି ତହିଁରୁ ବୀଜ ଜାତ ହେବା, ପୁଣି ଉକ୍ତ ବୀଜକୁ ଅଙ୍କୁର ହେବା, ଏହିପରି ଧାରାବାହିକ ସୃଷ୍ଟିସ୍ରୋତା —The corelation of the seed and the sprout in the creation in succession.