ବୀଜୀ
ଦେଖଣା
ବୀଜୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ଫୁ—(ବୀଜ=ଶୁକ୍ର, ବୀର୍ଯ୍ୟ+ଅଛିଅର୍ଥେ ଇନ୍)
[ସମ୍ପାଦନା]- ୧. ପିତା ଜନକ —୧. Father; begettor.
- ୨. ବୀଜ ପୁରୁଷ (ଦେଖ) - —୨. Bijā purusha (See).
- ୩.
ଲେଉଟିଆ ଶାଗ (ହିନ୍ଦୀ - ଶ) —୩. A kind of pot-herb.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଔରସ ଜାତ —୧. Begotten of one's loins
- ୨. ବୀଜମୟ —୨. Full of seeds.