Jump to content

ବୀଜ୍ୟମାନ

ଉଇକିଅଭିଧାନ‌ରୁ

ବୀଜ୍ୟମାନ

ଉଚ୍ଚାରଣ

[ସମ୍ପାଦନା]
(ବୀଜ୍ୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ—(ବୀଜ୍ ଧାତୁ+କର୍ମ ଆନ)

[ସମ୍ପାଦନା]

ଯାହାକୁ ଅନ୍ୟଲୋକ ପଙ୍ଖା ଆଦିଦ୍ୱାରା ବିଞ୍ଚୁଥାଏ —Being fanned by another.