ବୀଜ କୋଷ
ଦେଖଣା
ବୀଜ କୋଷ
ଉଚ୍ଚାରଣ
[ସମ୍ପାଦନା](ବୀଜାଧାର—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ; ବୀଜ+କୋଶ=ଆଧାର)
[ସମ୍ପାଦନା]- ୧. ଯେଉଁ ପାତ୍ରରେ ମଞ୍ଜି ଆଦି ରଖାଯାଏ — ୧. A receptacle for storing seeds.
- ୨. ପୁଷ୍ପାଦିର ଯେଉଁ ଅଂଶରେ ବୀଜ ଥାଏ — ୨. The seed-vessel of a flower.
- ୩. ଲେମ୍ୱୁ ପଣସ ଆଦି ଫଳର ଖୋଷା —୩. The seed- vessels of pods of orange and some other fruit; pericarp.
- ୪. ଜୀବର ଅଣ୍ଡକୋଷ —୪. Testicle.
- ୫. କଇଁଫୁଲର ବା ପଦ୍ମଫୁଲର ଯେଉଁ ପାତ୍ରାକୃତି ଅଂଶ ମଧ୍ୟରେ ମଞ୍ଜି ଥାଏ — ୫. The seed-vessel of lotus, water-lily etc.