ବୀଜ ଖଚଡ଼
ଦେଖଣା
ବୀଜ ଖଚଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୀଜି ଖ(ଖେ)ଚ(ଚ୍ଚ)ଡ଼(ଡ଼ା), ବୀଜ(ଜି)ଖେ(ଖେ)ଚ(ଚି)ଡ଼ିଆ, ବୀଜ(ଜି)ଖେଚେଡ଼ାଅନ୍ୟରୂପ
ବୀଜ(ଜି)ଖଚ(ଚ୍ଚ)ଡ଼ୀ, ବୀଜ (ଜି)ଖେଚ(ଚ୍ଚ)ଡ଼ୀସ୍ତ୍ରୀ
(ବୀଜ[ଜି] ଖ[ଖେ] ଚ[ଚ୍ଚ]ଡ଼ାଙ୍ଗୀ[ମି]—ବିଶେଷ୍ୟ)
ଦେଶଜ - ବିଶେଷଣ - ଫୁ—(ଗାଳି)— (ସଂସ୍କୃତ - ବୀଜ+କଚ୍ଛୁର=ପୁଂଶ୍ଚଳ, ବା ଖେସର=ଘୋଡ଼ା ଓ ଗଧ ମିଶା ଜୀବ)
[ସମ୍ପାଦନା]- ୧. ଅତି ଦୃଷ୍ଟ; ଖଚ୍ଚଡ଼; ନଷ୍ଟ ଚରିତ୍ର —୧. Very wicked; wanton. dissolute; depraved.
- ୨. ଜାରଜ — ୨. Bastard .
- ୩. ଦୁଷ୍ଟ ପିତାମାତାଙ୍କଠାରୁ ଉତ୍ପନ୍ନ ହେବା ଯୋଗୁଁ ଦୁଷ୍ଟ; ପୁରୁଷାନୁକ୍ରମେ ଦୁଷ୍ଟ ବା ଖଳ —୩. One who has inherited wickedness from his parents.
- ୪. ବେଶ୍ୟାପୁତ୍ର —୪. Whoreson.
- ୫. ଯେଉଁ ଫସଲ ନାନାମିଶ୍ରିତ ବା ନୀରସ ମଞ୍ଜିରୁ ଉତ୍ପନ୍ନ ହୋଇଥାଏ —୫. (plant or tree) Raised from mixed or inferoir seeds.
[ଦ୍ରଷ୍ଟବ୍ୟ —କୌଣସି ଗଛର ମଞ୍ଜି ଖରାପ ମିଶା ଥିଲେ ସେ ଗଛ ଯେପରି ଭଲ ହୁଏ ନାହିଁ, ସେହିପରି ଜାରଜ ସନ୍ତାନ ଜନ୍ମରୁ ଦୁଷ୍ଟ ହୁଏ]