Jump to content

ବୀଜ ମନ୍ତ୍ର

ଉଇକିଅଭିଧାନ‌ରୁ

ବୀଜ ମନ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୀଜ+ମନ୍ତ୍ର)

[ସମ୍ପାଦନା]

କୌଣସି ଦେବତାଙ୍କର ମନ୍ତ୍ର ପୂର୍ବେ ଉଚ୍ଚାରିତ ହେବା କତିପୟ ଅକ୍ଷରବିଶିଷ୍ଟ ସାଙ୍କେତିକ ମନ୍ତ୍ର —Mystic letter or letters or syllable or syllables pronounce before uttering a mantra of a particular Deity.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗୁରୁ ଶିଷ୍ୟର କାନରେ ଯେଉଁ ମନ୍ତ୍ର ଫୁଙ୍କନ୍ତି; ଇଷ୍ଟ ମନ୍ତ୍ର —୧. The mystic formula which the spiritual preceptor whispers in to the ear of the disciple at the initiation.
୨. (ଲକ୍ଷଣାର୍ଥ) ଫେଉ; ଭେଦ; କୌଣସି ବିଷୟର ରହସ୍ୟ —୨. The clue to a matter.