ବୀଟା
ଦେଖଣା
ବୀଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୀଟା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପେଣ୍ଡୁ —Ball.
(ଉ—ସେ ବୀଟା ଆଣିବାକୁ ସମସ୍ତ କୁମରେ, ଯତ୍ନ କରେ ଛିଡ଼ା ହୋଇଣ କୂପଠାରେ କୃଷ୍ଣ— ସିଂହ ମହାଭାରତ ଆଦି) ସଂସ୍କୃତ - ବିଶେଷ୍ୟ - ପ୍ରାଚୀନକାଳର ଏକ ପ୍ରକାର ଖେଳ, ଯହିଁରେ ପିଲାମାନେ କାଠର ଦଣ୍ଡ (ବାଟ) ଓ ଧାତୁର ଗୋଳକ (ବଲ୍) ବ୍ୟବହାର କରୁଥିଲେ (ହିନ୍ଦୀ - ଶ) —A kind of game practised in ancient India in which a wooden bat and a metal ball was used.