ବୀଟିକା
ଦେଖଣା
ବୀଟିକା
ଉଚ୍ଚାରଣ
[ସମ୍ପାଦନା](ବୀଟ, ବୀଟୀ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବି+ଇଟ ଧାତୁ=ଯିବା+କର୍ତ୍ତୃ. ଅକ+ସ୍ତ୍ରୀ ଆ)
[ସମ୍ପାଦନା]- ୧. ବିଡ଼ିଆ; ପାନଖିଲ; ଗୁଆ ମସଲା ଆଦିଦ୍ୱାରା ସଜ୍ଜିତ— ପାନ —୧. A roll of betel leaf enclosing sliced betel-nut, spices etc.
(ଉ—ବୀଟିକା ନାଗବଲ୍ଲୀର ଭୁଞ୍ଜଇ=ଭଞ୍ଜ ବୈଦେହୀଶ ବିଳାସ)
- ୨. ଗୁଡ଼ିଏ ପାନ ପତ୍ରର ବିଡ଼ା —୨. A bundle of betal leaves.
- ୩. (+ଭାବ ଅକ+ଆ)— ବନ୍ଧନ —୩. Binding.