Jump to content

ବୀଣାକର

ଉଇକିଅଭିଧାନ‌ରୁ

ବୀଣାକର

ଉଚ୍ଚାରଣ

[ସମ୍ପାଦନା]
(ବୀଣାକରା—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବୀଣ .ଫୁ—(ବୀଣା+କର)

[ସମ୍ପାଦନା]

ବୀଣା ଧରିଥିବା (ବ୍ୟକ୍ତି) — (a person) Holding a harp.

ସଂସ୍କୃତ - ବି— ଉପପଦ ତତ୍; ବୀଣା+କୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଯେଉଁ ବ୍ୟକ୍ତି ବୀଣା ତିଆରି କରେ —The manufacterer or maker of harps .

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବୀଣାବାଦକ — A player on the harp.