Jump to content

ବୀଣାକାର

ଉଇକିଅଭିଧାନ‌ରୁ

ବୀଣାକାର

ଉଚ୍ଚାରଣ

[ସମ୍ପାଦନା]

(ବୀଣାକୃତି—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଣ—(ବହୁବ୍ରୀହି; ବୀଣା+ଆକାର)

[ସମ୍ପାଦନା]

ବୀଣାପରି ଆକାର ବିଶିଷ୍ଟ —Lyre-shaped.

ଦେଶଜ - ବି—(ସଂସ୍କୃତ - ବୀଣାକର)

[ସମ୍ପାଦନା]

ଯେ ବୀଣା ବଜାଏ —a musician playing on the harp.