Jump to content

ବୀଣାନିନ୍ଦିତ

ଉଇକିଅଭିଧାନ‌ରୁ

ବୀଣାନିନ୍ଦିତ

ଉଚ୍ଚାରଣ

[ସମ୍ପାଦନା]

ବୀଣାବିନିନ୍ଦିତ, ବୀଣାଲାଞ୍ଛିତ, ବୀଣାନିନ୍ଦୀଅନ୍ୟରୂପ

ସଂସ୍କୃତ - ବିଣ—(ବହୁବ୍ରୀହି; ବୀଣା+ନିନ୍ଦିତ)

[ସମ୍ପାଦନା]

ବୀଣାଧନିଠାରୁ ଉତ୍କୃଷ୍ଟତର ବା ମଧୁରତର (ସ୍ୱର) — Sweeter or mare molodious than the melody of a lute.