ବୀଣାପାଣି
ଦେଖଣା
ବୀଣାପାଣି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଣ—(ବହୁବ୍ରୀହି, ବୀଣା+ପାଣି)
[ସମ୍ପାଦନା]ଯେ ହାତରେ ବୀଣା ଧରିଥାଏ —Holding a lute.
=== ସ. ବିଶେଷ୍ୟ - ଫୁ
ନାରଦ ମୁନି —Sage Nārada.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ସରସ୍ୱତୀ — The Goddess of learning.
[ଉ—ଦେବୀ ବୀଣାପାଣି ! କେଉଁ ତଳଫଳେ, ତୋ କରୁଣା ଊଣା ଏ ଦୀନ ଉତ୍କଳେ ରାଧାନାଥ ଚିଲିକା]