Jump to content

ବୀଣା ଧ୍ୱନି

ଉଇକିଅଭିଧାନ‌ରୁ

ବୀଣା ଧ୍ୱନି

ଉଚ୍ଚାରଣ

[ସମ୍ପାଦନା]

(ବୀଣାସ୍ୱର—ଅନ୍ୟରୂପ)

ସଂସ୍କୃତ - ବି—(୬ଷ୍ଠୀ ତତ୍; ବୀଣା+ଧ୍ୱନି)

[ସମ୍ପାଦନା]
୧. ବୀଣାବାଦନର ଶବ୍ଦ —୧. The twang or tune or melody of a harp.

(ଉ—ପଞ୍ଚାପ୍ସରି— ସରେ ରାମରମଣୀ, ବୀଣାଧ୍ୱନି ଶୁଣି ଏଣୀନୟନୀ ମଧୁସୂଦନ କବିତାବଳି)

୨. ବୀଣାଧ୍ୱନିପରି ମଧୁର ଶବ୍ଦ —୨. Melodious tune; a ture as sweet as the of the harp.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

(ବହୁବ୍ରୀହି) ଯାହାର କଣ୍ଠସ୍ୱର ବୀଣାର ଧ୍ୱନିପରି ମଧୁର —Having a very sweet or melodious tone; sweet-toned.