ବୀଣା ପରି ହେବା
ଦେଖଣା
ବୀଣା ପରି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୀଣା ପରି ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (କୌଣସି ବ୍ୟକ୍ତିର ସ୍ୱର) ବୀଣାର ସ୍ୱରପରି ମଧୁର ହେବା —୧. (a person's tone) To be melodious like the tune of a harp.
- ୨. ଶର୍ଦ୍ଦି ହେତୁରୁ (ଗଳାର ସ୍ୱର) ଅନୁନାସିକ ଉଚ୍ଚାରଣଯୁକ୍ତ ହେବା — ୨. To have a nasal or twanging sound due to eatarrh.