Jump to content

ବୀତ

ଉଇକିଅଭିଧାନ‌ରୁ

ବୀତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଇ ଧାତୁ=ଗମନ କରିବା; ତ୍ୟାଗ କରିବା ଇତ୍ୟାଦି+କର୍ତ୍ତୃ. ତ)

[ସମ୍ପାଦନା]
୧. ବିଗତ; ଅପଗତ — ୧. Gone; departed.
୨. ଅତୀତ —୨. Past.
୩. ପରତ୍ୟକ୍ତ —୩. Abandoned.
୪. ମୁକ୍ତ —୪. Freed.
୫. ବନ୍ଧନ ମୁକ୍ତ —୫. Delivered.
୬. ଶାନ୍ତ —୬. Satiated; alleviated.
୭. ନିବୃତ୍ତ —୭. Crased.
୮. ସମାପ୍ତ —୮. Finished.
୯. ସୁନ୍ଦର (ହିନ୍ଦୀ - ଶ) —୯. Graceful

[ଦ୍ରଷ୍ଟବ୍ୟ —ସାଧାରଣତଃ ଏହା ଅନ୍ୟ ବିଶେଷ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା—ବୀତଶୋକ ବୀତଭୟ, ବୀତରାଗ]

ସଂସ୍କୃତ - ବିଶେଷ୍ୟ - (+କର୍ମ. ତ)

[ସମ୍ପାଦନା]
୧. ଯୁଦ୍ଧ କାର୍ଯ୍ୟ ପାଇଂ ଆକର୍ମଣ୍ୟ ଗଜ, ଓ ସୈନ୍ୟ — ୧. Elephant, horse or soldier which has become unfit for active service in war.
୨. (ବି ଧାତୁ+ଭାବ. ତ) (ହସ୍ତୀକୁ) ପଦ ଓ ଅଙ୍କୁଶଦ୍ୱାରା ଆଘାତ କରିବା —୨. Striking an elephant with the feet and the goad.
୩. (+କର୍ମ. ତ ଗୋଚାରଣ ସ୍ଥାନ; ଗୋଦଣ୍ଡା —୩. Pasturagel grazing ground.