Jump to content

ବୀତଂସ

ଉଇକିଅଭିଧାନ‌ରୁ

ବୀତଂସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ତନ୍ସ ଧାତୁ=ଭୁଷିତ କରିବା+କରଣ. ଅ)

[ସମ୍ପାଦନା]
୧. ବନ୍ୟ ମୃଗାଦି ଜୀବଙ୍କୁ ଓ ପକ୍ଷୀଙ୍କୁ ଧରିବାର ଫାଶ — ୧. Snare to catch wild birds and animals
୨. ମୃଗ ଓ ପକ୍ଷୀମାନଙ୍କର ବିଶ୍ୱାସ ଜନ୍ମାଇବା ପାଇଁ ପ୍ରାବରଣ —୨. A cover or ambush laid for catching wild animals.
୩. ପଶୁ ପକ୍ଷୀଙ୍କୁ ଆବଦ୍ଧ କରି ରଖିବାର ପଞ୍ଜୁରୀ —୩. A cage for keeping birds and beasts.
୪. ଅଳଙ୍କାର ବିଶେଷ —୪. A kind of ornament.