Jump to content

ବୀତସ୍ପୃହ

ଉଇକିଅଭିଧାନ‌ରୁ

ବୀତସ୍ପୃହ

ଉଚ୍ଚାରଣ

[ସମ୍ପାଦନା]
(ବୀତସ୍ପୃହା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହ; ବୀତ+ସ୍ପୃହା)

[ସମ୍ପାଦନା]
୧. ନିଷ୍ପୃହ; ସ୍ପୃହାଶୂନ୍ୟ —୧. Free from eagerness.
୨. ବିରାଗଯୁକ୍ତ —୨. Indifferent.
୩. ନିରସ୍ତ —୩. Discouraged; desisted.