ବୀତି ହୋତ୍ର
ଦେଖଣା
ବୀତି ହୋତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ବୀତି=ଭୋଜନ+ହୁ ଧାତୁ=ହୋମକରିବା+ଅଧିକରଣ. ତ୍ର; କିମ୍ୱା ହୈ ଧାତି= ଆହ୍ୱାନ କରିବା+କର୍ମ. ତ୍ର; ଆହୁତି ଓ ଯଜ୍ଞଦ୍ୱାରା ଯେଉଁଠାକୁ ଦେବତାମାନେ ଦୁବ୍ୟ ଆଦି ଭୋଜନ କରିବା ପାଇଁ ଆହୂତି ହୁଅନ୍ତି)
[ସମ୍ପାଦନା]- ୧. ଅଗ୍ନି —୧. Fire.
- ୨. ସୂର୍ଯ୍ୟ —୨. The sun.
- ୩. (+କର୍ତ୍ତୃ. ତ) ଯଜ୍ଞକାରୀ ବ୍ୟକ୍ତି (ହିନ୍ଦୀ - ଶ) —୩. The perfomer of a vedic sacrifice.
- ୪. ରାଜା ପ୍ରିୟବ୍ରତଙ୍କ ପୁତ୍ର —୪. Name of the son of Raja Priyabrata.
- ୫. ହୈହୟବଂଶୀୟ ଏକ ରାଜା —୫. Name of a king of the H&aline;i̱haya dynasty.