ବୀତ ମଳ
ଦେଖଣା
ବୀତ ମଳ
ଉଚ୍ଚାରଣ
[ସମ୍ପାଦନା](ବୀତମଳା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ଫୁ (ବହୁବୀହି, ବୀତ=ବୀଗତ+ମଳ=ପାପଆଦି, ଯାହାଠାରୁ)
[ସମ୍ପାଦନା]- ୧. ନିର୍ମଳ; ବିମଳ —୧. Clear; pure.
- ୨. ନିଷ୍ପାପ —୨. Sinless.
- ୩. ଅକଳଙ୍କ —୩. Spotless.
- ୪. ଝାଡ଼ାଦ୍ୱାରା ଯାହା ଦେହରୁ ମଳଯାକ ବାହାରି ଯାଇଅଛି —୪. One whose intestines have been cleared by evacuation; purged of stools.