Jump to content

ବୀଧ୍ର

ଉଇକିଅଭିଧାନ‌ରୁ

ବୀଧ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଇନ୍ଧ୍ ଧାତୁ=ଦୀପ୍ତି ପାଇବା+କର୍ମ ର)

[ସମ୍ପାଦନା]
୧. ନିର୍ମଳ —୧. Pure; clear.
୨. ପରିଷ୍କୃତ — ୨. Clean.

ସଂସ୍କୃତ - ବିଶେଷ୍ୟ - (+କର୍ତ୍ତୃ. ର)

[ସମ୍ପାଦନା]
୧. ବାୟୁ —୧. Air.
୨. ଅଗ୍ନି —୨. Fire.
୩. ଆକାଶ — ୩. The sky.