ବୀନ୍
ଶିମ୍ୱପରି ବିଦେଶୀ ଲତା ଓ ତହିଁରେ ଛୁଇଁ —Bean.
[ଦ୍ରଷ୍ଟବ୍ୟ —ପ୍ରଥମେ ଏ ଦେଶକୁ ଫ୍ରାନସରୁ ଆସି ଏଠାରେ ଉତ୍ପାଦିତ ହେଉଥିବା ଏକପ୍ରକାର ଶିମ୍ୱକୁ ଫରାସି ବୀନ୍ (French been) କହନ୍ତି]