Jump to content

ବୀପ୍ସା ପ୍ରୟୋଗ

ଉଇକିଅଭିଧାନ‌ରୁ

ବୀପ୍ସା ପ୍ରୟୋଗ

ଉଚ୍ଚାରଣ

[ସମ୍ପାଦନା]

(ବୀପ୍ସାର୍ଥ ପ୍ରୟୋଗ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବାକ୍ୟରେ ବା ଶବ୍ଦର ବୀପ୍ସା ବା ଯୁଗପତ୍ ବ୍ୟବହାର କରିବାର ସ୍ଥଳ —Instances where words or sentences or sounds are used repeatedly.

[ଦ୍ରଷ୍ଟବ୍ୟ —ଭାଷାରେ ଏହି 'ବୀପ୍ସା ପ୍ରୟୋଗ' ନାନାରୂପ ଧାରଣ କରେ, ଯଥା—(୧): କେତେକ ସ୍ଥଳରେ ଦ୍ୱିତିୟ ଶବ୍ଦର କିଛି ଅର୍ଥ ମ ଥାଏ ଯଥା—ମୁଁ ନାଟ ଫାଟ ଦେଖିବି ନାହିଁ (୨): ପ୍ରଥମ ଓ ଦ୍ୱିତିୟ ଶବ୍ଦର ସମାନ ଉଚ୍ଚାରଣ କେତେକ ସ୍ଥଳରେ ଦେଖାଯାଏ ଯଥା—ସେ ଗଡ଼ ଗଡ଼ କରି କହି ଚାଲି ଯାଉଛି (୩): ବେଳେ ବେଳେ ଅକ୍ଷରମାନ ଭିନ୍ନ ହୁଏ ଯଥା—ତୁମେ ସେଠାରୁ ଝଟପଟ ଚାଲି ଆସିବା (୪): କେତେକ ସ୍ଥଳରେ ଶବ୍ଦ ମଧ୍ୟ ଭିନ୍ନ ମାଗୁ ନାହିଁ (୫): ଅର୍ଥ ମଧ୍ୟ ଭିନ୍ନ ହୁଏ ଯଥା— ସକାଳୁ ଉଠି ମାଇପେ ହାଣ୍ଡି କୁଣ୍ଢେଇ ଧୋଉଛନ୍ତି ଓ ଘରଦ୍ୱାର ଲିପାପୋଛା କରୁଛନ୍ତି (୬): କେକେକ ସ୍ଥଳରେ ସହଚର ଶବ୍ଦମାନ ଏକାର୍ଥବୋଧକ ହୁଏ ଯଥା—ମୋ ପାଖେ ଦଲିଲ ଦସ୍ତାବେଜ ଯାକ ରକାଯାଇ ଅଛି]