Jump to content

ବୀଭତ୍ସ

ଉଇକିଅଭିଧାନ‌ରୁ

ବୀଭତ୍ସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଧ୍ ଧାତୁ=ନିନ୍ଦା କରିବା+ସ୍ୱାର୍ଥେ ସନ୍+ଅ)

[ସମ୍ପାଦନା]

ସାହିତ୍ୟରେ ରସ ବିଶେଷ; ଯେଉଁ ରସରେ ଘୃଣା ବା ଜୁଗୁପ୍ସା ସ୍ଥାୟୀ ଭାବ ଅଟେ (in literature) The sentiment of disgust.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଅତିଶୟ ଘୃଣ୍ୟ; ଘୃଣାକର; ମନରେ ଯାହା ଘୃଣା ଭାବର ଉଦ୍ରେକ କରେ — ୧. Detestible; loathsome.
୨. କ୍ରୂର —୨.-Crule.
୩. ବିରକ୍ତଜନକ —୩. Disgusting;unpleasant.
୪. ଘୃଣିତାତ୍ମା —୪. Of detestable nature.