Jump to content

ବୀରକୁଳ

ଉଇକିଅଭିଧାନ‌ରୁ

ବୀରକୁଳ

ଉଚ୍ଚାରଣ

[ସମ୍ପାଦନା]

(ବୀରଗଣ—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଲେଶ୍ୱର ଉତ୍ତର କୋଣରେ ଥିବା ସମୁଦ୍ର ସନ୍ନିହିତ ସ୍ଥାନ ବିଶେଷ (ଏ ଅଞ୍ଚଳରେ ପାନ ବାଲେଶ୍ୱର ଜିଲାରେ ପ୍ରସିଦ୍ଧ) —Name of a sea-side village of the Balasore district (famous for its betel leaves).

[ଉ—ବୀରକୁଳ ନାମେ ବୀର ପରିପୂର୍ଣ୍ଣ ସ୍ଥଳୀ କଥିତ ରାଧାନାଥ. ଉଷା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବୀରସମୂହ —୧. A number of warriors or beroes.