Jump to content

ବୀରତରୁ

ଉଇକିଅଭିଧାନ‌ରୁ

ବୀରତରୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବୀର+ତରୁ=ବୃକ୍ଷ)

[ସମ୍ପାଦନା]
୧. ଅର୍ଜୁନ ଗଛ —୧. The Arjuna tree.
୨. ବିଲ୍ୱାନ୍ତର ବୃକ୍ଷ —୨. A kind of wild tree.

[ଦ୍ରଷ୍ଟବ୍ୟ —ଏହା ନର୍ମଦା ନଦୀ ତୀରସ୍ଥ ବନ୍ୟ ବୃକ୍ଷବିଶେଷ ଏହାର ପତ୍ର ଶମୀ ପତ୍ର ପରି; ଫୁଲ ଜାୟତ୍ରୀ ଫୁଲ ପରି; ଡାଳରେ କଣ୍ଟା ଥାଏ]

୩. ଭଲ୍ଲାତକ ବୃକ୍ଷ — ୩. The marking nut plant.
୪. ପିୟାଶାଳ (ହିନ୍ଦୀ - ଶ) (ଦେଖ) - —୪. Piyāṡāḻa (See).
୫. ଶର ତୃଣ (ହିନ୍ଦୀ - ଶ) —୫. A kind of reed grass.