ବୀରତୂର
ରଣତୂରୀ —A war trumpet.
[ଉ—ବୀତିହୋତ୍ର ପରାୟେ ସ୍ୱାଭାବେ ତେଜୋବନ୍ତ, ବୀର— ତୂର ଘୂତାହୃତି ଲାଗି ପ୍ରଜ୍ୱଳିତ ଭଞ୍ଜ. ବୈଦେହୀଶବିଳାସ]