Jump to content

ବୀରପଥ

ଉଇକିଅଭିଧାନ‌ରୁ

ବୀରପଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୀର+ପଥିନ୍=ମାର୍ଗ)

[ସମ୍ପାଦନା]

ଯୁଦ୍ଧରେ ପ୍ରାଣତ୍ୟାଗ (ଯେଉଁ ପଥରେ ବୀରମାନେ ସ୍ୱର୍ଗକୁ ଯାଆନ୍ତି) — (the way of the warrior), Death while fighting.

[ଉ—କୁରୁ ପାଣ୍ଡବ ଯୁଦ୍ଧ ଅନ୍ତେ ବୀର ଗମିଲେ ବୀରପଥେ—ଜଗନ୍ନାଥ. ଭାଗବତ]