Jump to content

ବୀରବଉଳି

ଉଇକିଅଭିଧାନ‌ରୁ

ବୀରବଉଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୀରବଳ,ବୀରବଲି,ବୀରବୋଲିଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୀରବଳିୟ)

[ସମ୍ପାଦନା]

କର୍ଣ୍ଣାଳଙ୍କାର ବ କର୍ଣ୍ଣବଳୟବିଶେଷ; ମକରକୁଣ୍ଡଳ —A kind of earring.

(ଉ—କେତେ ଶୋଭଧରେ ଚାରୁ କର୍ଣ୍ଣଯୁଗେ ବୀରବଉଳ—ରାଧାନାଥ. ଉଷା)

[ଦ୍ରଷ୍ଟବ୍ୟ —ପୂର୍ବେ ବୀରମାନେ ଏହି ଅଳଙ୍କାର ପିନ୍ଧୁଥିଲେ ଏହାର ଆକୃତି ମଗର ପରି ମଗରର ପେଟ ଅଂଶ ଗୋଲ ବୁଲି ମୁହଁ ଓ ଲାଞ୍ଜ ଉପରକୁ ଉଠିଥାଏ ମୁଁହ ଓ ଲାଞ୍ଜ ମଧ୍ୟସ୍ଥ ଫାଙ୍କରେ ଖଣ୍ଡିଏ କାଠି ଲାଗିଥାଏ, ସେହି କାଠି କାନର ଛିଦ୍ରଚରେ ପଶେ ଏହି ମଗରର ପାଟିରେ ଓ ମୁହଁରେ ମଣି ଖଚିତ ହୋଇଥାଏ ଉତ୍କଳର ଗଡ଼ଜାତର ରାଜାମାନେ ପଣ୍ଡିତମାନଙ୍କୁ 'ବୀରବଲି' ବା କୁଣ୍ଡଳ ଉପହାର ଦେଇଥାଆନ୍ତି ପଣ୍ଡତମାନେ ବୃଦ୍ଧାବସ୍ଥାରେ ସୁଦ୍ଧା ତାହା ପିନ୍ଧି ରାଜସଭା ଓ ରାଜଦରବାର ମାନଙ୍କରରେ ଉପସ୍ଥିତ ହୁଅନ୍ତି]