ବୀରବର
ଦେଖଣା
ବୀରବର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ବୀର+ବର=ଶ୍ରେଷ୍ଠ)
[ସମ୍ପାଦନା]ବୀରଶ୍ରେଷ୍ଠ; ମହାବୀର —The chief amongst heroes; a prominent hero.
=== ଦେଶଜ - ବି— କ୍ଷତ୍ରିୟମାନଙ୍କ ଉପାଧି—ବିଶେଷ —A title of Kshatriyas.
[ଦ୍ରଷ୍ଟବ୍ୟ —ଏହା ଉପେନ୍ଦ୍ରଭଞ୍ଜଙ୍କର ଉପାଧି ଥିଲା କେତେକ ସ୍ଥାନରେ ଭିଣିତାରେ ସେ ଆପଣାର ନାମ 'ବୀରବର' ଲେଖିଅଛନ୍ତି ଯଥା—ବୀରବର ରଚନା ଏପଦ କୋଡ଼ି—ସୂବର୍ଣ୍ଣରେଖା]