Jump to content

ବୀରବାଜା

ଉଇକିଅଭିଧାନ‌ରୁ

ବୀରବାଜା

ଉଚ୍ଚାରଣ

[ସମ୍ପାଦନା]

(ବୀରବାଦ୍ୟ—ସଂସ୍କୃତ - ରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୀରବାଦ୍ୟ)

[ସମ୍ପାଦନା]

ବାରବାଦ୍ୟ; ରଣବାଦ୍ୟ — War drum; war-music.

(ଉ—ବାଜେ ବୀରବାଜା, ଉଡ଼େ ରଣଧ୍ୱଜା, କର୍ମେ ଅଭିଭେଦୀ ଗିରି କାନନ—ନନ୍ଦକିଶୋର, କୃଷ୍ଣକୁମାରୀ)