ବୀରବିକ୍ରମ ଦେବ
ଖଡ଼ିଆଳର ସ୍ୱର୍ଗୀୟ ରାଜା — Name of a late Raja of Kharial who was an Oriya author.
[ଦ୍ରଷ୍ଟବ୍ୟ — 'ପ୍ରେମଲତା' ନାଟକ ଏହାଦ୍ୱାରା ରଚିତ—ତାରିଣୀ ଉତ୍କଳ ସାହିତ୍ୟ ଇତିହାସ ଏ ମଧ୍ୟ ଅନ୍ୟ କେତେ—
ଗୁଡ଼ିଏ ଓଡ଼ିଆ ନାଟକ, ଚଉତିଶା ଓ ସଙ୍ଗୀତ ରଚନା କରିଥିଲେ ]