ବୀରଭଦ୍ର
ଦେଖଣା
ବୀରଭଦ୍ର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; କୀର+ଭଦ୍ର=ଶ୍ରେଷ୍ଠ)
[ସମ୍ପାଦନା]- ୧. ବୀରଶ୍ରେଷ୍ଠ; ମହାବୀର —୧. A preeminent hero.
- ୨. ରୁଦ୍ରବିଶେଷ —୨. Name of a Rudra Deity.
- ୩. ଶିବାନୁଚରବିଶେଷ —୩. Name of an attendant of Ṡiba.
(ଉ—ରୁଦ୍ରର ସେ ଜଟାର ମଧ୍ୟ, ପୁରୁଷେ ଜାତ ବୀରଭଦ୍ର—ଜଗନ୍ନାଥ ଭାଗବତ)
[ ଦ୍ର—ଦକ୍ଷଯଜ୍ଞ ବିନାଶ କରିବା ସମୟରେ ମାହାଦେବ ଏହି ବୀରଙ୍କୁ ନିଜ ଜଟାରୁ ସୃଷ୍ଟି କରିଥିଲେ]
- ୪. ଅଶ୍ୱମେଧ ଯଜ୍ଞର ଅଶ୍ୱ —୪. A horse dedicated as a victim for a horse-sacrifice.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଲୋକଙ୍କୁ ଦାଆଯିବା ନାମ — ୧. A name given to meles,
- ୨. ଶ୍ରୀଚୈତନ୍ୟ ଦେବଙ୍କ ସହଚର ନିତ୍ୟାନନ୍ଦ ଦେବଙ୍କ ପୁତ୍ର —୨. Name of the son of Nityānanda the companion of Sri Ch&aline;ītanya Deba.